LIBRISTO
LIBROAMANTO
obligatorisch
Werden Sie Teil einer Gemeinschaft von Buchliebhabern aus der ganzen Welt und erhalten Sie eine Reihe von Vorteilen. Konto kostenlos anlegen
0
Kostenloser Versand mit Zásilkovna ab 69.99 €
Österreichische Post 5.49 GLS-Kurier 4.99 DPD-Kurier 3.99 DPD-Stelle 2.99

Mo Samaya Mo Sahitya

Sprache OriyaOriya
Buch Broschur
Buch Mo Samaya Mo Sahitya Kishori Charan Das
Libristo-Code: 46987396
Verlag BLACK EAGLE BOOKS, November 2024
ଅନେକ ମୋତେ ପଚାରୁଛନ୍ତି ମୋର ବୟସ ଦୃଷ୍ଟିରୁ ଯେ ଆପଣ ଗୋଟିଏ ଆତ୍ମଜୀବନୀ ଲେଖୁଛନ୍ତି ତ? କେବେ ଲେଖିବେ? ମୁଁ ତା'ର ଠିକଣ... Vollständige Beschreibung
? points 37 b
15.19 inkl. MwSt.
Externes Lager Wir versenden in 14-21 Tagen

Bis zu 30 Tage Rückgaberecht


Kunden kauften auch


Doctor Thorne Anthony Trollope / Buch Broschur
common.buy 13.59
Ma raison de vivre - tome 1 Rebecca Donovan / Buch Broschur
common.buy 24.79
Filosofia Grega A Arte da Guerra Antonios Peripatitis / Buch Broschur
common.buy 12.49

ଅନେକ ମୋତେ ପଚାରୁଛନ୍ତି ମୋର ବୟସ ଦୃଷ୍ଟିରୁ ଯେ ଆପଣ ଗୋଟିଏ ଆତ୍ମଜୀବନୀ ଲେଖୁଛନ୍ତି ତ? କେବେ ଲେଖିବେ? ମୁଁ ତା'ର ଠିକଣା ଉତ୍ତର ଦେଇ ପାରେ ନାହିଁ। ନିଜକୁ ନିଊନ କରି ହୁଏ ନାହିଁ, ଯେ ମୋର ବ୍ୟକ୍ତିଗତ ଜୀବନ ଆତ୍ମଜୀବନୀର ଯୋଗ୍ୟ ନୁହେଁ। ଯାହା ହେଉ ଏବେ ଜଣେ ପାଶ୍ଚାତ୍ୟ ଲେଖକ Jorge Louis Borges (୧୮୯୯-୧୯୮୬) ଙ୍କର ଛୋଟ ଲେଖାଟିଏ "Borges and I" ମୋ ଆଖିରେ ପଡ଼ିଲା, ଏବଂ ମୋତେ ସମଦୁଃଖୀଟିଏ ପାଇଲା ପରି ମନେ ହେଲା। ଏବଂ ସେଇ ମୋତେ ଭାଷା ଯୋଗାଇ ଦେଲେ ମୋର ନ୍ୟୂନତାବୋଧକୁ ମର୍ଯ୍ୟାଦା ଦେବା ପାଇଁ। ଧନ୍ୟବାଦ। ତାଙ୍କରି ଲେଖାର ଓଡ଼ିଆ ରୂପାନ୍ତର, ହେଲେ ମୋ ନିଜକୁ ନେଇ- "ମୁଁ ଏବଂ କିଶୋରୀଚରଣ।"

ତେବେ ଏଇ ସଙ୍କଳନର ଗୋଟିଏ ବିଶେଷତ୍ୱ ହେଉଛି ଏଇ ଯେ ଏଥିରେ ଥିବା ଅଧିକାଂଶ ଲେଖା ଆତ୍ମକଥନ ମୂଳକ। ଗୋଟିଏ ତ ପ୍ରତ୍ୟକ୍ଷ ଭାବରେ ମୋ ଜୀବନର କ୍ରମିକ ଅନୁଭୂତିରେ ରଞ୍ଜିତ-"ମୋ ସମୟ, ମୋ ସାହିତ୍ୟ"। ଏଇ ଲେଖାଟି ୧୯୯୫ରେ ଫ୍ରେଣ୍ଡ୍‌ସ୍ ପବ୍ଲିସର୍ସଙ୍କ ଦ୍ୱାରା ପ୍ରକାଶିତ "ଲେଖକର ଦୁଃଖ" ସଙ୍କଳନରେ ସ୍ଥାନିତ ହୋଇଥିଲା। କିନ୍ତୁ ଏଥିରେ ଆତ୍ମଜୀବନୀର ଛାପ ଏତେ ବେଶୀ ଯେ ଏହା ମଧ୍ୟ ଉପରୋକ୍ତ ପ୍ରଶ୍ନକୁ କିଛି ଉତ୍ତର ଯୋଗାଇବ ବୋଲି ମୋର ମନେ ହେଲା। ସେହେତୁ ତା'କୁ ପୁଣି ଥରେ ଏଇ ସଂକଳନକୁ ଆଣିଛି, ଏବଂ ଶୀର୍ଷରେ ରଖିଛି।

ଅନ୍ୟ ସମସ୍ତ ଲେଖା ମଧ୍ୟ କେଉଁ ବନ୍ଧୁ କିମ୍ବା ସଭାସମିତିର 'ବନ୍ଧୁଗଣ'ଙ୍କ ପ୍ରତି ମୋର ଆତ୍ମିକ ନିବେଦନ, ଅଥବା କୌଣସି ପତ୍ରପତ୍ରିକାର ପ୍ରବନ୍ଧବିଭାଗରେ ଗୃହୀତ ହେଲେ ମଧ୍ୟ ମୋ ନିଜର ଜୀବନାଭୂତିରୁ ପ୍ରସ୍ତୁତ ଅଭିବ୍ୟକ୍ତିରେ ଭାରୀ। ମୁଁ ତା'ର ଉପଲକ୍ଷ୍ୟ ବିଶେଷର ସଂକ୍ଷିପ୍ତ ସୂଚନା ଦେଇଛି, ପ୍ରତ୍ୟେକ ଲେଖାର ଶେଷରେ, ଯଦିଓ ଉପଲକ୍ଷ୍ୟ ପରିସ୍ଫୁଟ ହୋଇ ଉଠିଛି ଅନେକ ଲେଖାରେ।

ଆତ୍ମଜୀବନୀ ଲେଖିବାକୁ ମାଡ଼ିପଡୁଛି ସିନା, ବର୍ଷୀୟାନ୍ ବାପାମଉସାଙ୍କୁ ଯେଉଁ ସ୍ୱାଧୀନତା ଦିଆଯାଏ ଆମ ସମାଜରେ, ତାଙ୍କ ନିଜ ବିଷୟରେ ଏଣୁ ତେଣୁ ଗପିବା ପାଇଁ, ମୁଁ ସେଥିରୁ ବଞ୍ଚିତ ହେବି କାହିଁକି?

Schauspielerin & Polyglotte
EWA KASP für
Video abspielen
Ewa Kasp
Libristo bietet die größte Auswahl an fremdsprachiger Literatur an. Deshalb kaufe ich meine Bücher hier ein.

Informationen zum Buch

Vollständiger Name Mo Samaya Mo Sahitya
Sprache Oriya
Einband Buch - Broschur
Datum der Veröffentlichung 2024
Anzahl der Seiten 92
EAN 9781645606253
ISBN 1645606252
Libristo-Code 46987396
Gewicht 128
Abmessungen 140 x 216 x 5
Verschenken Sie dieses Buch noch heute
Es ist ganz einfach
1 Legen Sie das Buch in Ihren Warenkorb und wählen Sie den Versand als Geschenk 2 Wir schicken Ihnen umgehend einen Gutschein 3 Das Buch wird an die Adresse des beschenkten Empfängers geliefert

Anmeldung

Melden Sie sich bei Ihrem Konto an. Sie haben noch kein Libristo-Konto? Erstellen Sie es jetzt!

 
obligatorisch
obligatorisch

Sie haben kein Konto? Nutzen Sie die Vorteile eines Libristo-Kontos!

Mit einem Libristo-Konto haben Sie alles unter Kontrolle.

Erstellen Sie ein Libristo-Konto
Buchberater Libroamiko
Hallo, ich bin Libroamiko, kann ich helfen?