LIBRISTO
LIBROAMANTO
obligatorisch
Werden Sie Teil einer Gemeinschaft von Buchliebhabern aus der ganzen Welt und erhalten Sie eine Reihe von Vorteilen. Konto kostenlos anlegen
0
Österreichische Post 5.49 GLS-Kurier 4.99 DPD-Kurier 4.49 DPD-Stelle 3.49

Megha O Anyanya Galpa

Sprache OriyaOriya
Buch Broschur
Buch Megha O Anyanya Galpa Ramakanta Rath
Libristo-Code: 43675970
Verlag BLACK EAGLE BOOKS, Juni 2023
ମୁଁ ଗଳ୍ପଲେଖକ ନୁହେଁ । କଲେଜ ମାଡ଼ିବାର କେତେଦିନ ପରେ ଲେଖିବା ଆରମ୍ଭ କଲି । ସେତେବେଳେ କବିତା ଓ ଗଳ୍ପ ଉଭୟ ଲେଖୁଥିଲି... Vollständige Beschreibung
? points 26 b
10.79 inkl. MwSt.
Externes Lager Wir versenden in 14-21 Tagen

Bis zu 30 Tage Rückgaberecht


Kunden kauften auch


Az igaz élet kulcsai Jon Frederickson / Buch Hardcover
common.buy 13.59
Top
Adam's Synchronological Chart or Map of History Sebastian Adams / Buch Hardcover
common.buy 30.39
Hochzeitsfotografie Saja Seus / Buch Hardcover
common.buy 39.90
El coraje de ser tu misma SUE PATTON THOELE / Buch Broschur
common.buy 11.89
Gladiators DK / Buch Broschur
common.buy 9.49
Top
Katabasis (Deluxe Limited Edition) R. F Kuang / Buch Hardcover
common.buy 22.59

ମୁଁ ଗଳ୍ପଲେଖକ ନୁହେଁ । କଲେଜ ମାଡ଼ିବାର କେତେଦିନ ପରେ ଲେଖିବା ଆରମ୍ଭ କଲି । ସେତେବେଳେ କବିତା ଓ ଗଳ୍ପ ଉଭୟ ଲେଖୁଥିଲି । ଦୁଇ ତିନିବର୍ଷ ପରେ ମୋର ହୃଦ୍‌ବୋଧ ହେଲା ଯେ ଗୋଟିଏ ମାଧ୍ୟମ ପାଇଁ ବି ମୋର ସାମର୍ଥ୍ୟ ନାହିଁ, ଗୋଟିଏକୁ ନଛାଡ଼ିଲେ ମୋର ଅବସ୍ଥା ଦୁଇ ନାହାରେ ଗୋଡ଼ ରଖିଥିବା ଲୋକର ଅବସ୍ଥା ପରି ହେବ । ଯାହାକୁ ପାଖରେ ରଖିଲି, ଅର୍ଥାତ୍ କବିତାକୁ, ତା ପ୍ରତି ଯେ ନ୍ୟାୟ କରିପାରିଲି ତାହା ନୁହେଁ, କିନ୍ତୁ ଅନିଚ୍ଛା ବା ଉଦ୍ୟମର ଅଭାବ ତା'ର କାରଣ ନୁହେଁ ।

ବହୁତ ବର୍ଷର ବ୍ୟବଧାନ ପରେ, ୧୯୭୭ ମସିହାରେ, ଏ ସଙ୍କଳନର ପ୍ରଥମ ଗଳ୍ପ (ମହିଷାସୁରବଧ) ଲେଖିଲି । ତା'ପରେ, ମଝିରେ ମଝିରେ, ଯେଉଁ କେତୋଟି ଗଳ୍ପ ଲେଖିଥିଲି ସେଗୁଡ଼ିକ ଏ ସଙ୍କଳନର ଅନ୍ତର୍ଭୁକ୍ତ । ଏତେ ବର୍ଷ ଭିତରେ ଏତେ ଅଳ୍ପ ସଂଖ୍ୟକ ଗଳ୍ପ ଲେଖିଥିବାରୁ ପ୍ରମାଣିତ ହେବ ଯେ ମୁଁ ଗଳ୍ପ ସାହିତ୍ୟର ମୁଲକରେ ଜଣେ ପର୍ଯ୍ୟଟକ, ତା'ର ଅଧିବାସୀ ନୁହେଁ । ସଂଖ୍ୟା ଆହୁରି ଅଳ୍ପ ହୋଇଥା'ନ୍ତା ଯଦି ଗଳ୍ପ ସଂକଳନଟିଏ ପ୍ରକାଶ କରିବା ପାଇଁ କେତେକଙ୍କର ଆଗ୍ରହ ଦୃଷ୍ଟିରୁ ଓ ପୁସ୍ତକର ଆକାରକୁ ଟିକିଏ ମର୍ଯ୍ୟାଦାବନ୍ତ କରିବା ଦୃଷ୍ଟିରୁ ଶେଷ ଛଅଟି ଗଳ୍ପ ଲେଖିନଥାନ୍ତି ।

ଗଳ୍ପ (କ୍ଷୁଦ୍ର ହେଉ ବା ଉପନ୍ୟାସର ବିଷୟ ପରି ଦୀର୍ଘ ହେଉ) ଓ କବିତା ଭିତରେ ବୋଧହୁଏ କିଛି ମୌଳିକ, ଗୁଣାତ୍ମକ ପାର୍ଥକ୍ୟ ନାହିଁ । ଭଲ କବିତାଟିଏ ପରି ଭଲ ଗଳ୍ପଟିଏ ପାଠକକୁ ଅସ୍ଥିର କରେ, ପୁଣି ଅସାର୍ଥକ ଗଳ୍ପ ଓ ଅସାର୍ଥକ କବିତା ସମାନ ଭାବରେ ବ୍ୟର୍ଥ । ଏକଥା ଅବଶ୍ୟ ସତ ଯେ ଗଳ୍ପରେ ଯାହା ଓ ଯେପରି କୁହାଯାଇ ପାରିବ କବିତାରେ ତାହା ଓ ସେପରି କୁହାଯାଇ ପାରିବ ନାହିଁ, ଯେପରି କବିତାର ସବୁ ଉଚ୍ଚାରଣ ଗଳ୍ପରେ ବି ବ୍ୟକ୍ତ କରାଯାଇ ପାରିବ ଭାବିବା ଭୁଲ୍ ହେବ । ସେମାନଙ୍କର ପରସ୍ପରର ସ୍ୱତନ୍ତ୍ର ସଂସାର ଅଛି, ସେମାନଙ୍କର ମଣିଷମାନେ ଅଲଗା ଅଲଗା ଜିନିଷ ଦେଖନ୍ତି, ଅଲଗା ଅଲଗା ଭାଷାରେ କଥା କହନ୍ତି ।

ପର୍ଯ୍ୟଟନର ମିଆଦ୍ ସରିଗଲା ପରି ଲାଗୁଛି । ଯଦି ନଫେରେ, ଏ ମୁଲକର ଅଧିବାସୀଙ୍କୁ, ଆକାଶକୁ, ପାଣିକୁ, ପବନକୁ, ବୃକ୍ଷଲତାଙ୍କୁ ଓ ଦିନରାତିଙ୍କୁ ବିଦାୟ ।

Schauspielerin & Polyglotte
EWA KASP für
Video abspielen
Ewa Kasp
Libristo bietet die größte Auswahl an fremdsprachiger Literatur an. Deshalb kaufe ich meine Bücher hier ein.

Informationen zum Buch

Vollständiger Name Megha O Anyanya Galpa
Sprache Oriya
Einband Buch - Broschur
Datum der Veröffentlichung 2023
Anzahl der Seiten 122
EAN 9781645604112
ISBN 164560411X
Libristo-Code 43675970
Gewicht 165
Abmessungen 140 x 216 x 7
Verschenken Sie dieses Buch noch heute
Es ist ganz einfach
1 Legen Sie das Buch in Ihren Warenkorb und wählen Sie den Versand als Geschenk 2 Wir schicken Ihnen umgehend einen Gutschein 3 Das Buch wird an die Adresse des beschenkten Empfängers geliefert

Anmeldung

Melden Sie sich bei Ihrem Konto an. Sie haben noch kein Libristo-Konto? Erstellen Sie es jetzt!

 
obligatorisch
obligatorisch

Sie haben kein Konto? Nutzen Sie die Vorteile eines Libristo-Kontos!

Mit einem Libristo-Konto haben Sie alles unter Kontrolle.

Erstellen Sie ein Libristo-Konto